Download Now Banner

This browser does not support the video element.

କଣ୍ଟାବାଞ୍ଜି: ମୁରିବାହାଲ ବ୍ଲକ ବାଗବାହାଲି ଠାରେ ବିଜେପି ମିଶ୍ର ପର୍ବ ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ

Kantabanji, Balangir | Sep 5, 2025
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ମୁରିବାହାଲ ବ୍ଳକ ବାଗବାହାଲି ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ଆଜି ୨୦୦ ଜଣ ରୁ ଉର୍ଦ୍ଧ୍ବ କଂଗ୍ରେସ ଓ ବିଜେଡ଼ି ର ଯୁବ କର୍ମୀ ପାର୍ଟି ଛାଡି ବିଜେପି ରେ ସାମିଲ ହୋଇଥିବା ବେଳେ ତାଙ୍କୁ ଦଳ ସ୍ବାଗତ କରିଥିଲେ ବିଜେପି ବିଧାୟକ ଲକ୍ଷ୍ମଣ ବାଗ।
Read More News
T & CPrivacy PolicyContact Us