Download Now Banner

This browser does not support the video element.

ଖରିଆର: ଜିଲ୍ଲାରେ ସାର ଅଭାବ ଅଭିଯୋଗ ଉପରେ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ

Khariar, Nuapada | Sep 12, 2025
ନୂଆପଡ଼ା ଜିଲ୍ଲାରେ ସାର ଅଭାବ ଦେଖାଦେଇଛି ଓ କଳା ବଜାରୀ ହେଉଛି। ଯାହାଫଳରେ ଚାଷୀ ମାନେ ସାର ପାଉନାହାନ୍ତି। ଏହି ଅଭିଯୋଗ ଉପରେ ଆଜି ୨ ଟାରେ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ମଧୁସୂଦନ ଦାସ।
Read More News
T & CPrivacy PolicyContact Us