Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ସଲାଗୁଡ଼ା,ସେବାଶ୍ରମ ବିଦ୍ୟାଳୟ ର ପ୍ରାୟ ୮ ଜଣ ଛାତ୍ର ପରସ୍ପର ଆଖିରେ ଫେବିକ୍ୱିକ ଅଠା ପକାଇବା ଘଟଣା, ବିଧାୟକ ମେଡିକାଲ ରେ ଭେଟିଲେ
Phulabani Town, Kandhamal | Sep 12, 2025
ଆଜି ସଲାଗୁଡ଼ା,ସେବାଶ୍ରମ ବିଦ୍ୟାଳୟ ର ପ୍ରାୟ ୮ ଜଣ ଛାତ୍ର ଅସାବଧାନତା ଯୋଗୁଁ ପରସ୍ପର ଆଖିରେ ଫେବିକ୍ୱିକ ଅଠା ପକାଇ ଦେଇଥିବା ଫଳରେ ଯନ୍ତ୍ରଣା ଅନୁଭବ କରିବାରୁ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସ୍ବାସ୍ଥ୍ୟସେବା ରେ ସଂପୃକ୍ତ ଡାକ୍ତର ଙ୍କ ସହ ପିଲା ମାନଙ୍କ ଶୀଘ୍ର ସୁସ୍ଥତା ନିମନ୍ତେ ଆଲୋଚନା କଲେ ବିଧାୟକ ଉମା ଚରଣ ମଲ୍ଲିକ.
Share
Read More News
T & C
Privacy Policy
Contact Us
Your browser does not support JavaScript!