Download Now Banner

This browser does not support the video element.

କେନ୍ଦୁଝର ସହର: ଟୋଲଙ୍କପଡ଼ା ଠାରେ ନଦୀରେ ଗାଧୋଉଥିବା ସମୟରେ ଭାସିଗଲେ ବୃଦ୍ଧ। ଅଗ୍ନିଶମ କର୍ମଚାରୀ ଙ୍କ ଉଦ୍ଧାର କାର୍ଯ୍ୟ ଜାରି

Kendujhar Town, Kendujhar | Sep 2, 2025
ନଦୀରେ ଗାଧୋଉଥିବା ସମୟରେ ଭାସିଗଲେ ବୃଦ୍ଧ। ଅଗ୍ନିଶମ କର୍ମଚାରୀ ଙ୍କ ଉଦ୍ଧାର କାର୍ଯ୍ୟ ଜାରି। ଆନନ୍ଦପୁର ବ୍ଲକ ଟୋଲଙ୍କପଡା ଗାଁର ରାମଚନ୍ଦ୍ର ସାହୁ ନାମକ ବ୍ୟକ୍ତି ଗାଁ ନିକଟସ୍ଥ କୁଷେଇ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ଭାସି ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବୃଦ୍ଧ ଙ୍କ କୌଣସି ସନ୍ଧାନ ମିଳିନାହିଁ।
Read More News
T & CPrivacy PolicyContact Us