This browser does not support the video element.
କୋରାପୁଟ ସହର: କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ପୁଜାର୍ଚ୍ଚନା କଲେ ରାଜ୍ୟପାଳ
Koraput Town, Koraput | Sep 8, 2025
କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଆଜି ସଂନ୍ଧ୍ୟା ୭ଟା ସମୟରେ ପହଞ୍ଚି ଠାକୁରଙ୍କ ପୁଜାର୍ଚ୍ଚନା କରିଛନ୍ତି। ସାଥିରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ , ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ପ୍ରମୁଖ ସହ ମନ୍ଦିର ପରିଚାଳନା କମିଟି ଉପସ୍ଥିତ ଥିଲେ।