Download Now Banner

This browser does not support the video element.

କଣ୍ଟାମାଳ: MDM ବନ୍ଦ ଘଟଣା କଣ୍ଟାମାଲ ବ୍ଲକର 8ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ

Kantamal, Boudh (Bauda) | Aug 22, 2025
MDM ବନ୍ଦ ଘଟଣା ବ୍ଲକର 8ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ କଣ୍ଟାମାଲ ବ୍ଲକର 8ଟି ସ୍କୁଲକୁ ବୌଦ୍ଧ ଶିକ୍ଷା ବିଭାଗ ର କାରଣ ଦର୍ଶାଅ ନୋଟିସ ହୋଇଛି I 15ଅଗଷ୍ଟ ରେ ସ୍କୁଲ ରେ MDM ଦିଆ ଯାଇନଥିବା ବେଳେ ସେ ଦିନର MDM ଖର୍ଚ୍ଚ ଟଙ୍କାବନ୍ଦ ହବା ଶହ 7ଦିନ ମଧ୍ୟ୍ୟରେ ଉକ୍ତ ସ୍କୁଲ ପକ୍ଷରୁ ଉକ୍ତ ଘଟଣା ସଂପର୍କ ରେ ବ୍ଲକ ଶିକ୍ଷାଅଧିକାରି କାର୍ଯ୍ୟଳୟ ଉକ୍ତ ସମ୍ପର୍କରେ କହିବେ I ଏ ନେଇ ଆଜି ଅପରାହ୍ନ 6ଘଣ୍ଟା ସମୟରେ BEO ଅଫିସ ପକ୍ଷରୁ ସୂଚନା ମିଳିଛି I ତେବେ ସ୍କୁଲ ଗୁଡିକ ହେଲା ଲାଇଡା ଶ୍ରୀମାଲ ରାବିଡି ଖଟଖଟିଆ ରେକଡୋଳ କପାଶିରା ସମକୁପା ଓ ଉମା ସ୍କୁଲ I
Read More News
T & CPrivacy PolicyContact Us