Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାଜଧାନୀର ସମସ୍ତ ନାଗରିକ ଙ୍କ ସୁରକ୍ଷା ନେଇ ବିଭିନ୍ନ ପଦକ୍ଷେପ ପ୍ରସଙ୍ଗରେ ନିଜ କାର୍ଯ୍ୟାଳୟରେ ସୁରେଶ ଦେବଦତ୍ତ ସିଂଙ୍କ ପ୍ରେସମିଟ

Bhubaneswar M Corp, Khordha | Sep 6, 2025
କମିସନରେଟ ପୋଲିସ ରାଜଧାନୀର ସମସ୍ତ ନାଗରିକ ଙ୍କ ସୁରକ୍ଷା କୁ ଆଖି ଆଗରେ ରଖି କମିସନରେଟ ପୋଲିସ ବିଭିନ୍ନ ପଦକ୍ଷେପ ନେଉଛି, ଆତ୍ମହୂତି କୁ ରୋକିବା ପାଇଁ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ କରୁଛୁ | ଛାତ୍ର ଛାତ୍ରୀ ଙ୍କ ପାଇଁ ଆଜି ନିର୍ଦେଶାବଳି ଜାରି କରାଯାଉଛି | ସମସ୍ତ କଲେଜ, ବିଶ୍ଵବିଦ୍ୟାଳୟ ହସଷ୍ଟେଲ ଏବଂ କ୍ୟାମ୍ପସ ରେ ଲଗାଯିବ | ରାଗିଂ କିମ୍ବା କୌଣସି ଅସୁବିଧାରେ ସମ୍ମୁଖୀନ ହେଲେ ଆମକୁ ଜଣାଇ ପାରିବେ |
Read More News
T & CPrivacy PolicyContact Us