Download Now Banner

This browser does not support the video element.

ଅନୁଗୋଳ: କ୍ଷତି ପୂରଣ ଦାବିରେ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ସମ୍ମୁଖରେ କନିଆବେଡ଼ା ଗ୍ରାମବାସୀଙ୍କ ଆନ୍ଦୋଳନ

Anugul, Angul | Aug 25, 2025
ଠିକା ଶ୍ରମିକଙ୍କ ମୃତ୍ୟୁ କୁ ନେଇ ନାଲକୋ ସ୍କେଲଟର ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ହେମନ୍ତଙ୍କ ପରିବାର ଓ କନିଆବେଡ଼ା ଗ୍ରାମବାସୀ । ନାଲକୋରେ କାର୍ଯ୍ୟରତ ହେମନ୍ତ ଘରର ଏକମାତ୍ର ରୋଜଗାରିଆ ପୁଅ ଥିବା ବେଳେ ତାଙ୍କ ମୃତ୍ୟୁରେ ଘରର ମେରୁଦଣ୍ଡ ଦୋହଲି ଯାଇଛି, ହେମନ୍ତ ବଦଳରେ ତାଙ୍କ ସାନଭାଇଙ୍କୁ ଠିକା ସଂସ୍ଥାରେ ସ୍ଥାୟୀ ନିଯୁକ୍ତି ଦେବା ସହ ନାଲକୋ ତରଫରୁ ମୃତକମାନଙ୍କ ପରିବାରକୁ ମିଳୁଥିବା ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଆନ୍ଦୋଳନରେ ବସିଛନ୍ତି ହେମନ୍ତଙ୍କ ପରିବାର ଓ କନିଆବେଡ଼ା ଗ୍ରାମବାସୀ । ସୂଚନା ଯେ, ନାଲକୋ ଥାନା ଅନ୍ତର୍ଗତ କନିଆବେଡ଼ା ଗ୍ରାମର ହେମନ୍ତ ନାୟକ ବୟସ
Read More News
T & CPrivacy PolicyContact Us