Download Now Banner

This browser does not support the video element.

ନୂଆପଡା: ଖଡିଆଳ ସ୍ଥିତ ଶ୍ରୀଜୀ ମଣ୍ଡପ ଠାରେ ବିଜେପିର ସେବା ପକ୍ଷ ପାଳିତ

Nuapada, Nuapada | Sep 10, 2025
ଶ୍ରୀଜୀ ମଣ୍ଡପ ଠାରେ ବିଜେପି ଖଡ଼ିଆଳ ନଗର ମଣ୍ଡଳ ତରଫରୁ ସେବାପକ୍ଷ ଆଜି ୨ ଟା ଯାଏଁ ପାଳନ କରାଯାଇଛି। ସଭାରେ ସରକାର ପକ୍ଷରୁ ବିଭନ୍ନ ଜନହିତ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ପ୍ରସାଦ ମୁଣ୍ଡ, ନଗର ସଭାପତି ଜୟରାମ କୈବର୍ତ, ବିଜେପି କାଉନସିଲର ଲକ୍ଷ୍ମଣ ଦୁରିଆ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁନିଳ କୁମାର ନାଗ, ରାଜ୍ୟ ସଂଯୋଜକ ଯୁବ ମୋର୍ଚା ଜ୍ଞାନ ରଞ୍ଜନ ମେଘ, ଜିଲ୍ଲା ସାଧାରଣ ସମ୍ପାଦକ ଦେବ ଦେବ ସିଂଦେଓ,ଶୁକ୍ରୃ ବାଗ, ଦେବଦତ୍ତ ଯୋଶୀ, ଦେବେନ୍ଦ୍ର ଖମାରି, ପୃଥ୍ୱୀରାଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us