Download Now Banner

This browser does not support the video element.

ଅନୁଗୋଳ: ଶ୍ୟାମସୁନ୍ଦରପୁର ଗ୍ରାମ ନିକଟ ନାଳରୁ ନାବାଳିକାର ମୃତ ଦେହ ଉଦ୍ଧାର; ପ୍ରତିକ୍ରିୟା ରଖିଲେ ମୃତକଙ୍କ ଭାଇ

Anugul, Angul | Sep 7, 2025
ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ନିକଟରେ ଥିବା ଭାଲୁଖାଇ ନାଳ ନିକଟରୁ ୧୦ ବର୍ଷ ନାବାଳିକାର ମୃତ ଦେହ ଉଦ୍ଧାର ହୋଇଛି। ପାଣିରେ ବୁଡ଼ିଥିବା ଦେଖି ସଦର ପୋଲିସ ଦମକଳ ବାହୀନି ପହଞ୍ଚି ମୃତ ଦେହ ଉଦ୍ଧାର କରି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us