Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏସିଡ଼ି ପକେଇ ମାରିଦେବା ଅଭିଯୋଗରେ ସନ୍ତୋଷ କୁମାର ସାହୁଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ ନେଇନା ସିଂ
Bhubaneswar M Corp, Khordha | Aug 22, 2025
ଭୁବନେଶ୍ୱର ମହିଳା ଥାନାକୁ ଆସିଛି ଏକ ସଂଗୀନ ଅଭିଯୋଗ, ରବିଟକିଜରେ ପାର୍ଲର କରିଥିବା ଅଭିଯୋଗକାରିଣୀ ନେଇନା ସିଂ | ତାଙ୍କ ଅଭିଯୋଗ ଅନୁସାରେ ରବୀଟକିଜର ସନ୍ତୋଷ ସିଂ ତାଙ୍କୁ ନିର୍ଯାତନା ଦେଉଛନ୍ତି | ମୋତେ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ, ମୁଁ ରାଜି ନହେବାରୁ ମୋତେ ଏସିଡ଼ି ପକେଇ ମାରିଦେବାକୁ ଧମକ ଦେଉଛନ୍ତି ଏବଂ ଅକଥନୀୟ ମାନସିକ ନିର୍ଯାତନା ଦେଉଛନ୍ତି | ଏନେଇ ମୁଁ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେବି ପୋଲିସ ଦୋଷୀଙ୍କ ବିରୋଧରେ କୌଣସି ଆକ୍ସନ ନେଉ ନାହାନ୍ତି | ମୁଁ ଜଣେ ଅନାଥ ଝିଅ ହେଇଥିବାରୁ ମୋତେ ନିର୍ଯାତନା ସହିବାକୁ ପଡୁଛି ତେଣୁ ମୁଁ ଆଜି ଅଭିଯୋଗ କରିଛି |
Share
Read More News
T & C
Privacy Policy
Contact Us
Your browser does not support JavaScript!