Download Now Banner

This browser does not support the video element.

ନିମାପଡା: ଦଳଭାଣ ପୁର ଗ୍ରାମ ମେଳଣ ପଡିଆରେ କେବିନ କବାଟ ଭାଙ୍ଗି ଗ୍ରୋସରୀ ସାମଗ୍ରୀ ସହ ଟଙ୍କା ଚୋରି ଅଭିଯୋଗ, ପୋଲିସର ତଦନ୍ତ ଜାରି

Nimapada, Puri | Aug 21, 2025
ଗତକାଲି ବିଳମ୍ବିତ ରାତିରେ ନିମାପଡା ବ୍ଲକ୍ ଅନ୍ତର୍ଗତ ଦଳଭାଣ ପୁର ଗ୍ରାମ ମେଳଣ ପଡିଆରେ ଗ୍ରାମର ସୂର୍ଯ୍ୟକାନ୍ତ ବାଘଙ୍କ କ୍ୟାଭିନ ଭାଙ୍ଗି ଦୁର୍ବୃତ୍ତ ମାନେ ୧୦ହଜାର ଟଙ୍କା ଗ୍ରସୋରୀ ସାମଗ୍ରୀ ସହ ନଗଦ ୨ହଜାର ଟଙ୍କା ଚୋରୀ କରିନେଇଛନ୍ତି। ଏନେଇ ଆଜି ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟକାନ୍ତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us