This browser does not support the video element.
କେନ୍ଦୁଝର ସହର: ବରବେଡା ଠାରୁ ଚତିରିସାହି ରାସ୍ତା ଅବସ୍ଥା ଶୋଚନୀୟ
Kendujhar Town, Kendujhar | Sep 13, 2025
ରାସ୍ତା ନୁହେଁ ତ ମରଣ ଯନ୍ତା, ଲୋକେ କରୁଛନ୍ତି ପ୍ରତିବାଦ। କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତର ବରବେଡା ଠାରୁ ଚତିରିସାହି ଯାଏଁ ରାସ୍ତା ପୁରା ଏବେ ଗାତ ଖାଲ ହୋଇଯାଇଛି। ରୋଗୀ ଯାନ, ସ୍କୁଲ ଛୁଆ ରାସ୍ତାରେ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାଧାରଣ ଲୋକେ ଯମଯନ୍ତ୍ରଣା ଭୋଗୁଛନ୍ତି କଦର୍ଯ୍ୟ ରାସ୍ତା ଲାଗି ଚାଷୀ ପନିପରିବା ବିକ୍ରୀ ଲାଗି ସହଜରେ ଯାଇପାରୁନାହାନ୍ତି। ସ୍ଥାନୀୟ ଲୋକେ ପଂଚାୟତ ଠାରୁ ବ୍ଲକ ଅଫିସରେ ଯେତେ ଗୁହାରି କଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି। ତେଣୁ ଲୋକେ ଆଜି ରାସ୍ତା ଉପରେ ପ୍ରତିବାଦ କରିଛନ୍ତି। ରାସ୍ତା ନହେଲେ