Download Now Banner

This browser does not support the video element.

ବୌଦ୍ଧ ସଦର: ଆମଠାପଡା ଠାରେ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ "ବଣ ମଲ୍ଲୀ" 2025 ଅନୁଷ୍ଠିତ

Baudh Sadar, Boudh (Bauda) | Aug 31, 2025
ରବିବାର ବୌଦ୍ଧ ବ୍ଲକ ବଘିଆ ପଡା ଗ୍ରାମ ପଞ୍ଚାୟତର ଆମଠା ପଡା ଗ୍ରାମ ଠାରେ ନୁଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ବଣ ମଲ୍ଲୀ 2025 ଅନୁଷ୍ଠିତ ହୋଇ ଯାଇଛି l ୟାରା ଯୁବ ଅନୁଷ୍ଠାନ ଓ ଆମଠା ପଡା ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଆଞ୍ଚଳିକ, ସାଂସ୍କୃତିକ ଓ ପୁରାତନ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ବହୁ ସଂଖ୍ୟାରେ ସାଂସ୍କୃତିକ ଦଳ କଳା ପରିବେଷଣ କରିଥିଲେ | ଉକ୍ତ ଅବସରରେ ବିଶ୍ବ ଯୁବ କେନ୍ଦ୍ର ପକ୍ଷରୁ କୃଷି ବିଭାଗ ଓ ଆତ୍ମା ପ୍ରାୟୋଜିତ ଶ୍ରୀ ଅନ୍ନ ଅଭିଯାନ ଆନୁକୁଲ୍ୟରେ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା |
Read More News
T & CPrivacy PolicyContact Us