This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଖଡିପାହି ଗାଁରୁ ହରିଣ ଉଦ୍ଧାର କଲା ବନ ବିଭାଗ
Baleshwar M, Balasore | Apr 16, 2024
ମଙ୍ଗଳବାର ଖଡିପାହି ଗାଁରୁ ୫୦ କେଜିରୁ ଅଧିକ ଓଜନର ଏକ ହରିଣ ଉଦ୍ଧାର ହୋଇଛି। ହରିଣଟି ଏକ ଜାଲରେ ଛନ୍ଦି ହୋଇ ଯାଇଥିବା ବେଳେ ହରିଣଟିକୁ ଗ୍ରାମବାସୀ ସୁରକ୍ଷିତ ଉଦ୍ଧାର କରିବା ସହ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ଗ୍ରାମବାସୀଙ୍କଠାରୁ ନେଇ କୁଲଡିହା ଅଭୟାରଣ୍ୟରେ ଛାଡିଥିବା ଜଣାଯାଇଛି।