Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ସଞ୍ଜୟ ମାର୍କେଟ ରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ନଗରପାଳ

Nabarangapur PS, Nabarangpur | Aug 28, 2025
ସଞ୍ଜୟ ମାର୍କେଟ ରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ନଗରପାଳ ପ୍ରତିବର୍ଷ ଭଳି ଅତି ଆଡ଼ମ୍ବର ସହକାରେ ନବରଙ୍ଗପୁର ସହର ର ସଞ୍ଜୟ ମାର୍କେଟ ରେ ଗଣେଷ ପୂଜା ର ଆୟୋଜନ କରାଯାଇଛି, ଏହି ଉପଲକ୍ଷେ ଆଜି ଗୁରୁବାର ଦିନ ଗୋଟାଏ ରେ କମିଟି ପକ୍ଷରୁ ଅର୍ଣ୍ଣ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ନଗରପାଳ ଶ୍ରୀ କୁନୁ ନାୟକ ଯୋଗଦେଇଥିଲେ, ସହର ର ପ୍ରାୟ 7:ହଜାର ରୁ ଉର୍ଦ୍ଧ ଲୋକ ଯୋଗ ଦେଇ ଅର୍ଣ୍ଣ ପ୍ରସାଦ ସେବନ କରିଥିଲେ
Read More News
T & CPrivacy PolicyContact Us