Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲା କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ କୃଷକ ରାଜ୍ୟ ମୋର୍ଚ୍ଚା ରାଜ୍ୟ ସଭାପତି

Bhadrak Rural, Bhadrak | Aug 30, 2025
ଜିଲ୍ଲା କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ କୃଷକ ରାଜ୍ୟ ମୋର୍ଚ୍ଚା ରାଜ୍ୟ ସଭାପତି।ଭଦ୍ରକ ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଆଜି ବିଜେପି କୃଷକ ମୋର୍ଚ୍ଚାରାଜ୍ୟ ସଭାପତି ଶ୍ରୀ Maheswar Sahoo ପରିଦର୍ଶନ କରିବା ସହିତ ସାରର ସୁଷମ ବଣ୍ଟନ ପାଇଁ ଆଲୋଚନା କରିଛନ୍ତି କରିଥିବା ଦେଖିବାକୁ ମିଳିଛି।ସାରର କଳା ବଜାରି କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିବା ବେଳେ ଯିଏ ବି ଏହାକୁ ଅବମାନନା କରିବ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନେଇ କହିଛନ୍ତି।
Read More News
T & CPrivacy PolicyContact Us