Download Now Banner

This browser does not support the video element.

ଚମ୍ପୁଆ: ଜଜପୋଷି-ବଳା ରାସ୍ତା ଅତିକ୍ରମ କଲେ ହାତୀପଲ, ବନ ବିଭାଗ ରଖିଛି ନଜର

Champua, Kendujhar | Oct 9, 2025
ଚମ୍ପୁଆ ରେଞ୍ଜ ଅଧିନସ୍ଥ ଜଜପୋଷି-ବଳା ରାସ୍ତାରେ ଆଜି ଦେଖା ଯାଇଛନ୍ତି ୨୯ ଟିକିଆ ହାତୀପଲ। ଏହି ହାତୀପଲ ରାସ୍ତା ଅତିକ୍ରମ କରି ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ଲୋକେ ଭିଡ ଜମାଇଥିଲେ। ଅନ୍ୟ ପକ୍ଷରେ ବନ ବିଭାଗ ହାତୀଙ୍କ ଗତିବିଧି ଉପରେ କଡା ନଜର ରଖିଥିବା ସୂଚନା ରହିଛି।
Read More News
T & CPrivacy PolicyContact Us