This browser does not support the video element.
ଓରିଏଣ୍ଟ: ବେଲପାହାଡ ଫାଟକରେ ସମ୍ପୂର୍ଣ ରୀତି ନିତି ରେ ଚାଲିଛି ଜଗଦ ଜନନୀ ମା ଦୁର୍ଗା ଙ୍କ ପୂଜାର୍ଚନା
Orient, Jharsuguda | Sep 29, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ଫାଟକରେ ସମ୍ପୂର୍ଣ ରୀତି ନିତି ରେ ଚାଲିଛି ଜଗଦ ଜନନୀ ମା ଦୁର୍ଗା ଙ୍କ ପୂଜାର୍ଚନା l ଆଜି ମା ଙ୍କ ମହା ସପ୍ତମୀ ପୂଜା ଏବଂ ଅଷ୍ଟମୀ ବିହିତ ଭାଇ ଯୌନ୍ତିଆ ଓଷା ପୂଜା କରାଯାଇଥିବାବେଲେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଆଜି ସୋମବାର ରାତି ୯ ଟାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବେଲପାହାଡ ଫାଟକ ପୂଜା ମଣ୍ଡପ କୁ ଆସି ମା ଙ୍କ ପୂଜାର୍ଚନା କରି ଆଶୀର୍ବାଦ ନେଇଛନ୍ତି ଏବଂ ସମସ୍ତ ଜନ ସାଧାରଣ ଙ୍କ କଲ୍ୟାଣ କାମନା କରିଛନ୍ତି l