Install App
pramodjagadev8
This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ସରକାରି ଚିକିତ୍ସାଳୟ ପରିସ ରର ଚକ୍ଷୁବିଭାଗପ୍ରାଙ୍ଗଣରେ କଳାକାର ମାନ ଙ୍କ ଦ୍ୱାରା ଲଘୁନାଟକ " ଚକ୍ଷୁଦାନ ମହତ ଦାନ "ପରିବେଷଣ ହୋଇଛି
Raurkela M, Sundargarh | Sep 4, 2025
ସେପ୍ଟେମ୍ବର ୪ତାରିଖ ଦିନ ୧୨ଟା ସମୟରେ ରାଉରକେଲା ସରକାରୀ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ବିଭାଗ ପ୍ରାଙ୍ଘଣରେ ଏକ ସଚେତନତା କାର୍ଯ୍ୟକ୍ରମ "ଚକ୍ଷୁଦାନ ମହତଦାନ " ଲଘୁ ନାଟକ ପରୀବେଷଣ ହୋଇଯାଇଛି ,ଲୋକମାନେ ଚକ୍ଷୁଦାନ କରିବା ଉପରେ ଇଛା ପ୍ରକାଶ କରିଵା ପାଇଁ ନାଟକ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା,ସାହସ୍ରାଧିକ ଲୋକମାନେ ଉପସ୍ଥିତ ରହି ଲଘୁନାଟକଟିର ମହତ୍ୱ ବୁଝିପାରି ଚକ୍ଷୁଦାନ କାରିବେ ବୋଲି ମତ ଦେଇଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!