Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଏନଏସି ଘୋଷଣାକୁ ବିରୋଧ; ବର୍ଷାରେ ଭିଜି ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ କଲେ ପେସା ଗ୍ରାମସଭା କ୍ରିୟାନୁଷ୍ଠାନ କମିଟି
Baripada M, Mayurbhanj | Sep 3, 2025
ରାଜ୍ୟ ସରକାରଙ୍କ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାରେ ୬ଟି ନୂତନ ଏନଏସି ଘୋଷଣାକୁ ବିରୋଧ ହୋଇଛି। ପେସା ଗ୍ରାମସଭା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପାଣ୍ଡୁରାମ ହେମ୍ବ୍ରମଙ୍କ ନେତୃତ୍ୱରେ ବୁଧବାର ଅପରାହ୍ନ ପ୍ରାୟ ୨.୩୦ଟାରେ ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!