This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲ ରେ ନାରୀ ନ୍ୟାୟ ବାହିନୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Sambalpur M, Sambalpur | Sep 2, 2025
ଆଜି ସମ୍ବଲପୁର ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲ ରେ ନାରୀ ନ୍ୟାୟ ବାହିନୀ ପକ୍ଷରୁ ସନ୍ଧ୍ୟା ପ୍ରାୟ 5.30 ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଲ ଏହି ସମ୍ମିଳନୀ ରେ ନାବାଳିକା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଆଲୋକପାତ କରାଯାଇଥିଲା l ଏହି କାର୍ଯ୍ୟକ୍ରରେ ନାରୀ ନ୍ୟାୟ ବାହିନୀର ଆବାହକ ପ୍ରଫେସର ଡ଼କ୍ଟର ଗାୟିତ୍ରୀ ବିଶ୍ୱାଳ ସମ୍ବଲପୁର ଜ଼ିଲ୍ଲା ରେ ହେଇଥିବା କିଛି ଘଟଣାକୁ ନେଇ ଏହି ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ l ସମ୍ବଲପୁର ରେ ସକ୍ରିୟ ରହିଛି ହ୍ୟୁମେନ ଟ୍ରାଫିକିଙ୍ଗ ରେକେଟ ବୋଲି କହିଛନ୍ତି l ମାନବ ଚାଲାଣ ର ଶିକାର ହୋଇଥିବା ସମ୍ବଲପୁର ର ଜଣେ