Download Now Banner

This browser does not support the video element.

ଅନୁଗୋଳ: ଶଙ୍ଖପୁର ଗ୍ରାମ ନିକଟରେ ସ୍କୁଟି ଓ ବାଇକ ମଧ୍ୟରେ ଦୁର୍ଘଟଣା; ଦୁଇଟି ଗାଡିକୁ ଜବତ କଲା ପୋଲିସ

Anugul, Angul | Sep 12, 2025
ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ଗ୍ରାମ ନିକଟରେ ଗୋଟିଏ ବାଇକ୍ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ହୋଇଥିଲା। ବାଇକ୍ ଚାଳକକୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ସ୍କୁଟିରେ ଥିବା ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କ ଘର ଖାଲଗାଁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us