Download Now Banner

This browser does not support the video element.

କୋରାପୁଟ ସହର: ଜରାଜୀର୍ଣ୍ଣ ଅବସ୍ଥାରେ ଏ ମାଲକାନଗିରି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ତୁରନ୍ତ ମରାମତି ଦାବି କଲେ ୱାର୍ଡ଼ ମେମ୍ବର

Koraput Town, Koraput | Sep 10, 2025
ଦଶମନ୍ତପୁର ବ୍ଳକ ଏ ମାଲକାନଗିରି ପଞ୍ଚାୟତ ସଦରମହକୁମା ଠାରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ବୁଧବାର ଅପରାହ୍ନ ୪ଟା ସମୟରେ ତୁରନ୍ତ ମରାମତି କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ୱାର୍ଡ଼ ମେମ୍ବର ଦୈତାରୀ ଗୌଡ଼। ଉକ୍ତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉପରେ ଚାରୋଟି ପଞ୍ଚାୟତ ବାସିନ୍ଦା ନିର୍ଭରଶୀଳ ଥିବା ବେଳେ କୋଠା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। କୌଣସି ଅଘଟଣ ଘଟିବା ପୁର୍ବରୁ ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି।
Read More News
T & CPrivacy PolicyContact Us