Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଜେପି IT ସେଲ ବିରୋଧରେ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇ ପ୍ରତିକ୍ରିୟା ରଖିଲେ ବିଜେଡି ନେତା ରକି ଦାସ
Bhubaneswar M Corp, Khordha | Aug 24, 2025
ବିଜେପି IT ସେଲ ବିରୋଧରେ ଥାନାରେ ରୁଜୁ ହେଲା ମାମଲା | ସୂଚନା ଅନୁସାରେ ପୁଣି ଥରେ ବିଜେପି IT ସେଲ ବିରୋଧରେ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହେଲା ବିଜେଡି IT ସେଲ । ସେମାନଙ୍କ ଅଭିଯୋଗ ଅନୁସାରେ ବଣ ବିଛୁଆତି ନାଁରେ ଏକ ଫେସବୁକ ପେଜ କରି ବିଜେପି ଅପପ୍ରଚାର ଚଳାଉଥିବା ଅଭିଯୋଗ ହୋଇଛି । ଏହି ପେଜରେ AI ଦ୍ୱାରା କାର୍ତ୍ତିକ ପାଣ୍ଡିଆନ ଓ ଅମର ପଟ୍ଟନାୟକଙ୍କୁ ଆକ୍ଷେପ କରାଯାଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!