Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ହବିଷ୍ୟାଳି ବ୍ରତ ଲାଗି ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ ଅଧକ୍ଷତା ରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

Puri M, Puri | Sep 6, 2025
ହବିଷ୍ୟାଳି ବ୍ରତ ଲାଗି ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ ଅଧକ୍ଷତା ରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l ଆଜି ଦିନ 1 ସମୟରେ ବୈଠକ ଅନୁଷ୍ଠିତ ହୋଇଥିଲା l
Read More News
T & CPrivacy PolicyContact Us