Download Now Banner

This browser does not support the video element.

ଦେବଗଡ: ପବିତ୍ର ଗଣେଶ ଚତୁର୍ଥୀ ଏବଂ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ଦେବଗଡ ଭାରପ୍ରାପ୍ତ ପୌରାଧ୍ୟକ୍ଷ

Debagarh, Debagarh (Deogarh) | Aug 27, 2025
ଦେବଗଡ ପୌର ପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ପବିତ୍ର ଗଣେଶ ଚତୁର୍ଥୀ ଏବଂ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି ।
Read More News
T & CPrivacy PolicyContact Us