Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର କାହା ପାଇଁ,ପବିତ୍ର ମହାଳୟାରେ ବ୍ରାହ୍ମଣ ଓ ଭକ୍ତ କଲବଲ,ଶ୍ରୀମନ୍ଦିର ଠାରେ ଅଭିଯୋଗ କଲେ ପୁରୀ ବାସି l

Puri M, Puri | Sep 12, 2025
ଶ୍ରୀମନ୍ଦିର କାହା ପାଇଁ,ପବିତ୍ର ମହାଳୟା ରେ ବ୍ରାହ୍ମଣ ଓ ଭକ୍ତ କଲବଲ। ପିତୃପୁରୁଷ ଶ୍ରାଦ୍ଧ ନିମନ୍ତେ ନାହିଁ ନଥିବା ଅବସ୍ଥା।ବର୍ଷା ଓ ଖରା ରେ କଲବଲ। ବ୍ୟବସ୍ତା କାହା ପାଇଁ l ଅସନ୍ତୋଷ ପ୍ରକାଶ କଲେ ପୁରୀ ବାସି l ସରକାରୀ ଙ୍କୁ ଏହାର ବ୍ୟବସ୍ଥା ପାଇଁ ଅନୁରୋଧ କଲେ l
Read More News
T & CPrivacy PolicyContact Us