Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସାମ୍ବାଦିକଙ୍କ ଗୋଡ଼ରେ ଚଢି ଲୋକସେବା ଭବନ ଭିତରେ ପଶିଲା ଗାଡି

Bhubaneswar M Corp, Khordha | Aug 25, 2025
ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ ଘଟଣା | ଲୋକ ସେବା ଭବନ ସମ୍ମୁଖରେ କିଛି ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଛିଡା ହୋଇଥାନ୍ତି | ହଟାତ ପବନ ବେଗରେ ଏକ ଗାଡି ଆସିଲା ସାମ୍ନାରୁ ସାମ୍ବାଦିକ ହଟିବା ଭିତରେ ଜଣେ ସାମ୍ବାଦିକଙ୍କ ଗୋଡ଼ ରେ ଚଢି ଭିତରକୁ ପଶିଲା ଗାଡି | ପଛରୁ ସାମ୍ବାଦିକ ମାନେ ଗାଡି ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଗାଡିଟି ପଶିଥିଲା ଲୋକସେବା ଭବନ ଭିତରେ, ଏପଟେ ସାମ୍ବାଦିକଙ୍କୁ ଅଟକାଇ ଥିଲେ ସୁରକ୍ଷା କର୍ମୀ | ତେବେ ସବୁଠୁ ବଡ଼ ପ୍ରଶ୍ନ କାହାର ଥିଲା ସେ ଗାଡି, କାହିଁକି ସାମ୍ବାଦିକ ଙ୍କ ଉପରେ ଗାଡି ଚଢ଼ାଇ ଫେରାର ହୋଇଗଲେ ଡ୍ରାଇଭର |
Read More News
T & CPrivacy PolicyContact Us