Download Now Banner

This browser does not support the video element.

ନୂଆପଡା: ଭବାନୀପାଟଣା ଠାରେ ବିଶ୍ୱ ପ୍ରସିଦ୍ଧ ମା ମାଣିକେଶ୍ବରୀଙ୍କ ପବିତ୍ର ଛତର ଯାତ୍ରାରେ ସାମିଲ ହେଲେ ପୂର୍ବତନ ସାଂସଦ

Nuapada, Nuapada | Sep 30, 2025
ଭବାନୀପାଟଣା ଠାରେ ବିଶ୍ୱ ପ୍ରସିଦ୍ଧ ମା ମାଣିକେଶ୍ବରୀଙ୍କ ପବିତ୍ର ଛତର ଯାତ୍ରା ଆଜି ୨ ଟା ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଛତର ଯାତ୍ରାରେ ପୂର୍ବତନ କଳାହାଣ୍ଡି ସାଂସଦ ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ସାମିଲ ହୋଇ ମାଁଙ୍କୁ ପୂଜାର୍ଚ୍ଚନା କରି ଅଞ୍ଚଳର ସୁଖ ସମୃଦ୍ଧି କାମନା କରିଥିଲେ।
Read More News
T & CPrivacy PolicyContact Us