Download Now Banner

This browser does not support the video element.

ନୂଆପଡା: ଖରିଆର ରୋଡ଼ ଠାରେ ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦାହ ସଂସ୍କାରରେ ସାମିଲ ହୋଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ନେତା ଦେବୀ ମିଶ୍ର

Nuapada, Nuapada | Sep 9, 2025
ଖରିଆର ରୋଡ଼ ଠାରେ ନୂଆପଡ଼ା ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଦାହ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇ ଆଜି ୪ ଟାରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର।
Read More News
T & CPrivacy PolicyContact Us