Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଅପରାହ୍ନରେ ବଡ଼ମ୍ବା ର ଭଟ୍ଟାରିକା ପୀଠ ଠାରେ ବିଜେଡି ର ୨୯ ନମ୍ବର ଜୋନ ର ସାଙ୍ଗଠାନିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

Cuttack M Corp PS, Cuttack | Jun 8, 2025
ଅପରାହ୍ନରେ ବଡ଼ମ୍ବା ର ଭଟ୍ଟାରିକା ପୀଠ ଠାରେ ବିଜେଡି ର ୨୯ ନମ୍ବର ଜୋନ ର ସାଙ୍ଗଠାନିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶହ ଶହ ବିଜେଡି କର୍ମୀ ଉପସ୍ଥିତ ଥିଲେ। ବିଜେଡି ନେତା ଦେବୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us