Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲା କୌଶଳ ବିକାଶ କେନ୍ଦ୍ର ରେ ଚାଲ ନିରାପତ୍ତା କଥା ହେବା ନେଇ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Nabarangapur PS, Nabarangpur | Sep 9, 2025
ଜିଲ୍ଲା କୌଶଳ ବିକାଶ କେନ୍ଦ୍ର ରେ ଚାଲ ନିରାପତ୍ତା କଥା ହେବା ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ମାନନୀୟ ଜିଲ୍ଲାପାଳ ଓ ଜିଲ୍ଲା ଦଣ୍ଡାଧିକାରୀ, ନବରଙ୍ଗପୁର, ଡଃ ମହେଶ୍ୱର ସ୍ଵାଇଁ, ଭା ପ୍ର ସେ ମହାଶୟ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର, ଶ୍ରୀ କେଶବ ମେହେର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ନବରଙ୍ଗପୁର, ଶ୍ରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ,ନବରଙ୍ଗପୁର, ଶ୍ରୀ ପାଲାକା ରବିନ୍ଦ୍ର, ପ୍ରମୁଖ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us