This browser does not support the video element.
ବଡସାହି: ହାତୀକୋଟ ଅଞ୍ଚଳରେ ଚଢାଉକରି ଚୋରାବାଲି ରାସ୍ତାରେ ଢାଳିଦେଇ ଚମ୍ପଟ ମାରୁଥିବା ଟ୍ରାକ୍ଟରକୁ ଜବତକଲା ପୁଲିସ
Barsahi, Mayurbhanj | Sep 30, 2025
ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ହାତୀକୋଟ ଅଞ୍ଚଳରେ ଚଢାଉକରି ଚୋରା ବାଲି ରାସ୍ତାରେ ଢାଳି ଚମ୍ପଟ ମାରୁଥିବା ଟ୍ରାକ୍ଟରକୁ ଜବତ କରିଥିବା ନେଇ ମଙ୍ଗଳବାର ଅପରାହ୍ନ ସାଢେ ତିନିଟାରେ ସୂଚନା ଦେଲେ ବେତନଟୀ ଥାନା ଆଇଆଇସି ସସ୍ମିତା ମହାନ୍ତ l ହାତୀକୋଟ ଇଲାକାରୁ ଚୋରାବାଲି ଚାଲାଣ ନେଇ ଖବରପାଇ ମଙ୍ଗଳବାର ପୁଲିସ ଚଢାଉ କରିଥିଲା l ପୁଲିସ ଚଢ଼ାଉକୁ ଦେଖି ରାସ୍ତା ଉପରେ ବାଲି ଢାଳି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା l