Install App
belpahar_update
This browser does not support the video element.
ଝାରସୁଗୁଡା: ଗଂଜେଇ ଚାଲାଣ ବେଳେ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନ ଅମାପାଲି ବ୍ରିଜ ରୁ ଗିରଫ ହୋଇଥିବା ବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ କଲା ରେଙ୍ଗାଲି ପୋଲିସ
Jharsuguda, Jharsuguda | Sep 11, 2025
ଗଂଜେଇ ଚାଲାଣ ବେଳେ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନ ଅମାପାଲି ବ୍ରିଜ ରୁ ଗିରଫ ହୋଇଥିବା ବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ କଲା ରେଙ୍ଗାଲି ପୋଲିସ l ଗିରଫ ଅଭିଯୁକ୍ତ ଜଣକ ଧୂଲୁଣ୍ଡା ଗ୍ରାମର ପର୍ଶୁରାମ ସା ବୋଲି ରେଙ୍ଗାଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁଯାୟୀ ପର୍ଶୁରାମ ଛତିଶଗଡ଼ ପଟୁ ଗଂଜେଇ ନେଇ ଆସୁଥିବା ନେଇ ରେଙ୍ଗାଲି ପୋଲିସ କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ଏକ ଟିମ ଚଢ଼ାଉ କରିଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!