Install App
updatebijepur
This browser does not support the video element.
ବିଜେପୁର: ଲୁହୁରାପାଲି ଠାରୁ ବଡ଼ବାଉସେନ ଗାଁ କୁ ସଂଯୋଗ କରୁ ଥିବା ରାସ୍ତାର ପରିଦର୍ଶନ କଲେ ବିଧାୟକ
Bijepur, Bargarh (Baragarh) | Aug 1, 2025
ଆଜି ବିଜେପୁର ବ୍ଲକର ଲୁହୁରାପାଲି ଠାରୁ ବଡ଼ବାଉସେନ ଗାଁ କୁ ସଂଯୋଗ କରୁ ଥିବା ରାସ୍ତା ଖରାପ ଥିବାରୁ ନିଜେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ପରିଦର୍ଶନ କରି ତାର ସମାଧାନ କରିବା କୁ ପ୍ରତିଶୃତି ଦେଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!