Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ବିଶ୍ବ ବିଦ୍ୟାଳୟ ପଡିଆ ଠାରେ ଅସାମାଜିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ

Chhatrapur, Ganjam | Sep 11, 2025
ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଖଲ୍ଲିକୋଟ ବିଶ୍ବ ବିଦ୍ୟାଳୟ ଖେଳ ପଡିଆରେ ଦୀର୍ଘ ସମୟ ଧରି ଗେଟ୍ ଖୋଲା ହେଉନଥିବା, ରାତିରେ ଅସାମାଜିକ କାର୍ଯ୍ୟକଳାପ, ବ୍ଯାଟ୍ ବିଟନ କୋର୍ଟର ଉନ୍ନତିକରଣରେ ବିଳମ୍ବ, ପଡିଆର ସଫାସୁତୁରା ନହେବା ସହିତ ଇନଡୋର ଗେମ୍ ହଲ୍ ର ବିଭିନ୍ନ ସମସ୍ୟା ଓ ଉନ୍ନତିକରଣ ପ୍ରସଙ୍ଗରେ ଅଭିଯୋଗ ହୋଇଥିଲା। ଗୁରୁବାର ପୂର୍ବାହ୍ନରେ ବ୍ରହ୍ମପୁର ବିଧାୟକ ଅଚାନକ ପରିଦର୍ଶନ କରି ସମାସ୍ଯାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
Read More News
T & CPrivacy PolicyContact Us