This browser does not support the video element.
ସୋହେଲା: ମାଛିମୁରା ଗ୍ରାମରେ ବହୁ ବର୍ଷରୁ ଚାଲିଆସୁଥିବା ପରଂପରା ମାଁ ସମଲେଶ୍ବରୀଙ୍କ ବାର୍ଷିକ ପୁଜା ଆଜି ମହାସମାରୋହରେ ଅନୁଷ୍ଠିତ
Sohela, Bargarh (Baragarh) | Sep 9, 2025
ସୋହେଲା ବ୍ଲକ ଅନ୍ତର୍ଗତ ମାଛିମୁରା ଗ୍ରାମରେ ସମଲେଶ୍ଵରୀ ଦେବୀଙ୍କ ବାର୍ଷିକପୂଜାନୋତ୍ସୋବ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଳି ଥିବା ଏହି ଉତ୍ସବର ପ୍ରଥମ ଦିନରେ ଗାଁ ର ମହିଲା ମାନେ ପୂଣ୍ଣ କଳସରେ ପାଣି ନେଇ ଗାଁ ପରିକ୍ରମା କରି ମାଁ ସମଲେଶ୍ଵରୀଙ୍କ ମନ୍ଦିର କୁ ଆଣିଲା ପରେ ଆଜି 9 AM ରୁ 11 AM ପର୍ଯ୍ୟନ୍ତ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ସକାଳୁ ସମଲେଶ୍ବରୀ ଦେବୀ ମନ୍ଦିର ପରିସରରେ କଣ୍ଟା ଦୋଳିରେ ବରୁଆ ଦୋଳି ଖେଳିଥିଲେ କାହିଁ କେତେ ଦିନରୁ ଏହି ପରମ୍ପରା ମାଛିମୁରା ଗ୍ରାମରେ ଚାଳିଆସୁଛି ।