This browser does not support the video element.
ଯାଜପୁର: ପାଣିକୋଇଲି ପୁରୁଣା ଟୋଲଗେଟ ଛକରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଆହତ
Jajapur, Jajpur | Sep 2, 2025
ପାଣିକୋଇଲି ପୁରୁଣା ଟୋଲଗେଟ ଛକରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଆହତ l ଜନୈକ ବ୍ୟକ୍ତି ବାଇକରେ କଟକରୁ ରଗଡି ଅଭିମୁଖେ ଯାଉଥିଲେ l ହଠାତ ପୁରୁଣା ଟୋଲଗେଟ ଛକରେ ଏକ ଅଜଣା ଗାଡି ଦ୍ରୁତଗତିରେ ଆସି ବାଇକକୁ ଧକ୍କା ଦେଇ ଯାଇଥିଲା l ଫଳରେ ବ୍ୟକ୍ତି ଜଣଙ୍କ ଖୋପାଡ଼ି ହେଇ ପଡି ଆହତ ହେଇଥିଲେ l ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ l