Download Now Banner

This browser does not support the video element.

ଯାଜପୁର: ବ୍ୟାସନଗର ସ୍ଥିତ ଟାଉନ ହଲରେ ବରିଷ୍ଠ ଆଇନୀଜୀବୀ ସ୍ବର୍ଗତ ମଦନ ମୋହନ ସ୍ୱାଇଁଙ୍କ 84ତମ ଜୟନ୍ତୀ ଉତ୍ସବ ପାଳିତ

Jajapur, Jajpur | Sep 1, 2025
ବ୍ୟାସନଗର ସ୍ଥିତ ଟାଉନ ହଲରେ ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ ପକ୍ଷରୁ ବରିଷ୍ଠ ଆଇନୀଜୀବୀ ସ୍ବର୍ଗତ ମଦନ ମୋହନ ସ୍ୱାଇଁଙ୍କ 84ତମ ଜୟନ୍ତୀ ଉତ୍ସବ ପାଳିତ l ଆଜି ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ ସଭାପତି ବିବେକାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ,ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ,କୋରେଇ ବିଧାୟକ ଆକାଶ ଦାସନାୟକ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଅତିଥିଭାବେ ଯୋଗଦେଇ ସ୍ବର୍ଗତ ବରିଷ୍ଠ ଆଇନୀଜୀବୀ ଶ୍ରୀ ସ୍ୱାଇଁଙ୍କ ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us