Download Now Banner

This browser does not support the video element.

ବିଶୋଇ: ବିରାଡିହି ଗ୍ରାମରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଯୋଗ ଦେଲେ ବିଧାୟକ

Bisoi, Mayurbhanj | Jun 14, 2025
ସାରସକଣା ବ୍ଳକ୍ ଅନ୍ତର୍ଗତ ଭୂର୍ଷାଣୀ ଗ୍ରାମ ପଞ୍ଚାୟତ ର ବିରଡିହି ଠାରେ ଭଞ୍ଜ ତରାଶ କ୍ଲବ୍ ଦ୍ବାରା  ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଇ ଯାଇଛି।ଏହି ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଆଜି ଦିବା ୪ ଘଟିକା ସମୟରେ  ଯୋଗ ଦେଲେ ସାରସ କଣା ବିଧାୟକ ଭାଦବା ହାଁସଦା।ଶ୍ରୀ ହାଁସଦା  ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ସ୍ଥାନୀୟ ଅଂଚଳର ଅନେକ ଦଳ ଯୋଗ ଦେଇଥିଲେ
Read More News
T & CPrivacy PolicyContact Us