Download Now Banner

This browser does not support the video element.

ଅନୁଗୋଳ: ପାତେଳି ଗ୍ରାମ ନିକଟରେ ଷଣ୍ଢ ସହ ବାଇକ୍ ଦୁର୍ଘଟଣାରେ ଦୁଇ ଗୁରୁତର; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Anugul, Angul | Sep 10, 2025
ଗୋଡ଼ିବନ୍ଧ ଞ୍ଚଳର ଲିଙ୍ଗରାଜ ବେହେରା ଏବଂ ତାଙ୍କ ସ୍ତ୍ରୀ ରଶ୍ମିତା ବେହେରା ଦୁହେଁ ବାଇକ ଯୋଗେ ବନ୍ତଳା ଅଞ୍ଚଳ ସମ୍ପର୍କୀୟ ଘର କୁ ଆସିଥିଲେ। ସନ୍ଧ୍ୟା ସମୟରେ ଫେରୁ ଥିବା ବେଳେ ପାତେଳି ବ୍ରିଜ ନିକଟରେ ହଠାତ୍ ଏକ ଷେଣ୍ଢ ଆସିଲା ଭାରି ଯାହା ଫଳରେ ଭାରସ୍ୟାମ ହରାଇ ଷେଣ୍ଢ ସହ ବାଇକ୍ ଧକ୍କା ହୋଇଥିଲେ। ଏହି ଦଶକରେ ଦୁହେଁ ଛିଟିକି ପଡିଥିଲେ। ସଙ୍ଗେ ସଙ୍ଗେ ଦୁହେଁ ଙ୍କୁ ବନ୍ତଳା ଚିକିତ୍ସାଳୟ କୁ ନେଇ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଲିଙ୍ଗରାଜ ଙ୍କର ଡାହାଣ ହାତରେ ଗଭୀର ଆଘାତ ଲାଗୁଥିବା ବେଳେ ରଶ୍ମିତା ଙ୍କର ମୁଣ୍ଡ ଛାତି ଏବଂ ଗୋଡ଼ ରେ ଗଭ
Read More News
T & CPrivacy PolicyContact Us