This browser does not support the video element.
ଉମରକୋଟ: ବହୁ ଆଡମ୍ବର ସହ ରାଇଘର ମା ମାଉଲିଗୁଡ଼ି ମନ୍ଦିର ରେ ମା ମାଉଲି ଙ୍କ ମଣ୍ଡେଇ ଯାତ୍ରା ଅନୁଷ୍ଠିତ
Umarkote, Nabarangpur | May 13, 2024
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ମାଉଲିଗୁଡ଼ି ମନ୍ଦିର ରେ ମା ମାଉଲି ଙ୍କ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରତି ବର୍ଷ ମା କଳସୀ ଠାକୁରାଣୀ ଙ୍କ ଯାତ୍ରା ପରେ ରବିବାର ଦିନ ମା ଙ୍କ ଯାତ୍ରା ଅନୁଷ୍ଠିତ ହୁଏ। ଚଳିତବର୍ଷ ମଧ୍ୟ ବହୁ ଧୁମ୍ ଧାମ ରେ ମା ଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୧୦ ଘଣ୍ଟିକା ରୁ ସନ୍ଧ୍ୟା ପର୍ଯ୍ୟନ୍ତ ମା ଙ୍କ ପୂଜାଚନା ଚାଲିଥିଲା।ମା ଙ୍କୁ ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା।