Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପର୍ଯ୍ୟଟନ ମାନଙ୍କୁ ଓଡିଶା ବାରଣ କରିଛନ୍ତି ଟ୍ରମ୍ପ;ଏନେଇ ଜୟଦେବ ଭବନରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ
Bhubaneswar M Corp, Khordha | Jun 23, 2025
ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ହଠାତ ଭାରତ ପାଇଁ ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯେଉଁଥିରେ ଆମେରିକୀୟଙ୍କୁ 'ଅଧିକ ସତର୍କତା ଅବଲମ୍ବନ କରିବାକୁ' ଅନୁରୋଧ କରାଯାଇଛି। ଭାରତରେ 'ଅପରାଧ, ବଳାତ୍କାର ଏବଂ ଆତଙ୍କବାଦ' କାରଣରୁ ଏହା ଜାରି କରାଯାଇଛି, ଏବଂ କେତେକ ଅଞ୍ଚଳରେ ବିପଦ ଅଧିକ ରହିଛି।ନିର୍ଦ୍ଦେଶିକାରେ କେତେକ ଅଞ୍ଚଳକୁ 'ଯାତ୍ରା ନ କରିବା' (ଲେବଲ-୪) ଶ୍ରେଣୀରେ ରଖାଯାଇଛି। ଏହା ମଧ୍ୟରେ ଓଡିଶା ରହିଛି |
Share
Read More News
T & C
Privacy Policy
Contact Us
Your browser does not support JavaScript!