Download Now Banner

This browser does not support the video element.

କେନ୍ଦୁଝର ସହର: ଲଗାଣ ବର୍ଷାରେ ବଡ଼ ପାଟଣା ଅଞ୍ଚଳରେ ଭାଙ୍ଗିଲା 3 ଜଣଙ୍କ ଘର

Kendujhar Town, Kendujhar | Aug 24, 2025
ବର୍ଷା ଲାଗିରହିଥିବା କାରଣରୁ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ନାଏକ ସାହିର ଶ୍ରୀକାନ୍ତ ନାଏକ ନ୍କ ରୋଷେଇ ଘର, ଶୁଶୀଲ ନାଏକ ଙ୍କ ଚାଳଘର ଓ ରାସ ନାଏକଙ୍କ ଗୁହାଳଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଲଗାଣ ବର୍ଷା ହେବାରୁ ଘର କାନ୍ଥ ଗୁଡିକ ଭୁଷୁଡି ପଡିଥିଲା।ଏହି ଦୁର୍ଘଟଣା ରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ।ତେବେ ଘର ଲୋକେ ବାହାରେ ଥିବାରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।ଆବାସ ଯୋଜନାରେ ଘର ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ମିଳି ନଥିବା ସେମାନେ କହ
Read More News
T & CPrivacy PolicyContact Us