Download Now Banner

This browser does not support the video element.

ବାଣପୁର: ମାନସିଂ ପୁର ଗ୍ରାମରେ ଗୋଚର ଜମି ଜବର ଦଖଲ ପ୍ରତିବାଦରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

Banapur, Khordha | Aug 25, 2025
ଆଜି ଦିନ ୨ ଟା ସମୟରେ ଦାବି ପତ୍ର ପ୍ରଦାନ କରିଛନ୍ତି, ଚିଲିକା ଆର୍ଦଭୂମି ସଂରକ୍ଷଣ ସମିତି ପକ୍ଷରୁ ଚିଲିକା ତହସିଲ ଦାରଙ୍କ ନିକଟରେ ଅଭିଯୋଗ କରା ଯାଇଛି,
Read More News
T & CPrivacy PolicyContact Us