Install App
lituarout
This browser does not support the video element.
ଆଳି: ସ୍ବର୍ଗତ ରାଜା ସାହେବ ଶରତ କୁମାର ଦେବଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଫଳ ବଶ୍ଟନ କେଲେ ମନ୍ତ୍ରୀ
Aali, Kendrapara | Mar 24, 2024
ସ୍ବର୍ଗତ ରାଜା ସାହେବ ଶରତ କୁମାର ଦେବ ଙ୍କ ଆଜି ରବିବାର ହେଉଛି ୩୬ ତମ ଶ୍ରାଦ୍ଧ ବାର୍ଷିକୀ ଦିବଶ ଏହି ଅବସରରେ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସକାଳ ୮ ଘଟିକା ସମୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କଲେ ରାଜା ସାହେବଙ୍କ ସୁପୁତ୍ର ତଥା ମାନ୍ୟବର ମନ୍ତ୍ରୀ ପ୍ରତାପ କେଶରୀ ଦେବ।
Share
Read More News
T & C
Privacy Policy
Contact Us
Your browser does not support JavaScript!