This browser does not support the video element.
ତଲସରା: ରାଇବେରନା ଓ ଲୁଧାପଡ଼ା ଗ୍ରାମ ରେ ଅବକାରୀ ଚଢ଼ାଉ ଦୁଇ ଗିରଫ
Talasara, Sundargarh | Aug 27, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, ବଡ଼ଗାଁ ଓ କୁତ୍ରା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ବେଳେ ବିଭାଗ ପକ୍ଷରୁ ଦୁଇ ମଦ ବେପାରୀ କୁ ଗିରଫ କରିବା ସହ ନୋଟିସ ଦେଇ ଛାଡ଼ିଥିବା ସୂଚନା ମିଳିଛି।