Download Now Banner

This browser does not support the video element.

ଅନୁଗୋଳ: ବଲାସିଂହା ଗାଁରୁ ଟଙ୍କା ସହିତ ସୁନା ଗହଣା ଚୋରି

Anugul, Angul | Aug 28, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଗ୍ରାମର ଶିବ ବାରିକଙ୍କ ଘରୁ ସୁନା ଗହଣା ସହ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ କେତେ ଟଙ୍କା ଓ ସୁନା ଗହଣା ଚୋରି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ।
Read More News
T & CPrivacy PolicyContact Us