Download Now Banner

This browser does not support the video element.

ପିପିଲି: ଦାଣ୍ଡମୁକୁନ୍ଦ ପୁର ଗ୍ରାମରେ ପୋଲିସର ଚଢାଉ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ଥାନାରେ ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

Pipili, Puri | Sep 3, 2025
ଗତକାଲି ରାତି ସାଡେ, ୧୨ଟାରେ ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦ ପୁର ଗ୍ରାମରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ଗ୍ରାମର ଜିବନ ମଲ୍ଲିକକୁ ଗିରଫ କରି ତା ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ। ଏନେଇ ଥାନାରେ ଆଜି ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ଜିବନକୁ ଗିରଫ କରି ଅପରାହ୍ନ ୩ଟାରେ କୋର୍ଟ ଚାଲାଣ କରାଯାଇଛି।
Read More News
T & CPrivacy PolicyContact Us